ହେଡଲାଇନସ୍:

ପରଲୋକରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ମାତା

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

16-06-18-pratap.jpg - 98.24 kB

 ଭୁବନେଶ୍ୱର: ସ୍ୱାସ୍ଥ୍ୟ ପରିବାର କଲ୍ୟାଣ, ଆଇନ  ଓ ସୂଚନା,-ଲୋକମସମ୍ପର୍କ ମନ୍ତ୍ରୀ ପ୍ରତାପ  ଜେନାଙ୍କ ମାତା  ସରସ୍ୱତୀ ଜେନାଙ୍କର  ଶନିବାର ସକାଳେ ପରଲୋକ ହୋଇଯାଇଛି | ବାର୍ଦ୍ଧକ୍ୟ ଜନିତ ରୋଗରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡିଛି | ଦୀର୍ଘଦିନ ଧରି ସେ ଆପୋଲୋ ହସ୍ପିଟାଲ ରେ ଚିକିତ୍ସିତ ହେଉଥିଲେ |  ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିିଲା। ଶ୍ରୀମତୀ ଜେନାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବହୁ ରାଜନେତା, ବୁଦ୍ଧିଜୀବୀ ଡାକ୍ତରଖାନାରେ ପହଞ୍ଚି ତାଙ୍କର ଶେଷ ଦର୍ଶନ କରିଛନ୍ତି। 

 

0
0
0
s2sdefault