ହେଡଲାଇନସ୍:

କୁର୍ଲୁବାହାଲ ସ୍କୁଲରେ ମୋ ସ୍କୁଲ ଅଭିଯାନ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

14-06-18-gaisilet1.jpg - 91.78 kB

ଗାଇସିଲାଟ-ଗାଇସିଲାଟ ବ୍ଲକ କୁର୍ଲୁବାହାଲ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ  ନୀଳକଣ୍ଠ ସରାପଙ୍କ ସଭାପତିତ୍ବରେ ମୋ ସ୍କୁଲ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରଧାନ ଶିକ୍ଷକ  ପ୍ରହଲ୍ଲାଦ ମିଶ୍ର ମୋ ସ୍କୁଲ ଅଭିଯାନ ର ଉଦ୍ଦେଶ୍ୟ ସଂପର୍କରେ ସୂଚନା ଦେଇଥିଲେ । ଵିଦ୍ୟାଳୟର ବିଭିନ୍ନ ସୁବିଧା ଅସୁବିଧା ଆଲୋଚନା ପରେ ବିଦ୍ୟାଳୟ ଉନ୍ନତି ସକାଶେ ଆର୍ଥିକ ସହାୟତା କରିଵା ପାଇଁ ପୁରାତନ ଛାତ୍ର ଛାତ୍ରୀ କଥା ଦେଇଥିଲେ । 

ଏଥିରେ କାବୁଲ ବରିହା , ମଦନ ଵରିହା , କ୍ଷୀରୋଦ୍ର ସେଠ୍, ହ୍ରୁଷିକେଶ ହାତୀ, କବି ଦିଲ୍ଲିପ କୁମାର ସରାପ, ଭରତ ବରିହା,କୁମରମଣି ବରିହା, ଚରଣ ସୁନା ,କଳାଚାନ୍ଦ ସରାପ, ମିତ୍ରଭାନୁ ବରିହା ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ସହକାରୀ ଶିକ୍ଷୟିତ୍ରୀ ସିଲିନା ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।

 

0
0
0
s2sdefault