ହେଡଲାଇନସ୍:

 ଗୋଲାମୁଣ୍ଡା, ତ୍ରିନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଉଦ୍ଘାଟିତ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଗୋଲାମୁଣ୍ଡା ବ୍ଲକରୁ ନହୁସ ବାଗ  : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ସାନଚେରଗାଁ ଠାରେ ଗୃହ, ବିଦ୍ୟୁତ, ଶିଳ୍ପ ଓ ଏମ ଏସ ଏମ  ଇ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଦ୍ୱାରା ତ୍ରିନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଉଦ୍ଘାଟିତ ହୋଇଯାଇଛି | ଏହି ସମାରୋହରେ ମନ୍ତ୍ରୀଙ୍କ ସହ ଅନେକ ବିଜେଡି କର୍ମୀ, ଛାତ୍ର ଛାତ୍ରୀ ଓ ଜନସାଧାରଣ ଉପସ୍ଥିତ ଥିଲେ |  ସ୍ଥାନୀୟ ଅଞ୍ଚଳରେ ବେସରକାରୀ ବିଦ୍ୟାଳୟ ଉଦ୍ଘାଟିତ ହୋଇଥିବାରୁ ଜନସାଧାରଣଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି |

0
0
0
s2sdefault