ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ତ୍ରିବେଣୀ ଛକ ନିକଟରେ ଥିବା ଜୟ ଦୁର୍ଗା କମିଟି ପକ୍ଷରୁ ନବ ନିର୍ମୀତ ଦୁର୍ଗା ମନ୍ଦିର ଓ ବିଗ୍ରହ ଆସନ୍ତା ଅପ୍ରେଲ ୧୫ ରୁ ୨୩ ତାରିଖ ଯାଏ ୯ ଦିନ ଧରି ପ୍ରତିଷ୍ଠା ଉତ୍ସବ ଆୟୋଜନ ପାଇଁ ସ୍ଥିର ହୋଇଛି । ଏକ ପ୍ରସ୍ତୁତି ବୈଠକରେ ଅପ୍ରେଲ ୧୫ ରେ ଅଙ୍କୁରା ରୋପଣ, ୧୬ ରେ କଳସ ଯାତ୍ରା ଓ ରତ୍ନ ମୁଦି, ୧୭ ରୁ ୧୯ ଚଣ୍ଡୀ ପୁରାଣ ପାଠ, ୧୮ ରୁ ୨୪ପହରୀ ନାମଯଜ୍ଞ , ୨୧ ରେ ମନ୍ଦିର ପ୍ରତିଷ୍ଠା, ଦେବୀଙ୍କ ମନ୍ଦିର ପ୍ରବେଶ ଓ ବାସନ୍ତୀ ଦଶହରା ଓ ୨୩ ତାରିଖ ଦିନ ପୂଣ୍ଣାହୁତି ସହ ଘଟ ବିସର୍ଜନ ଅନୁଷ୍ଠିତ ହେବ ।
ରାଜ୍ୟ
ଅପ୍ରେଲ ୧୫ ରୁ ତ୍ରିବେଣୀ ଛକ ଦୁର୍ଗା ମନ୍ଦିର ପ୍ରତିଷ୍ଠା ଉତ୍ସବ ।
- Hits: 518