ସମ୍ବଲପୁର, (ରମାକାନ୍ତ ବିଶ୍ବାଳ) : ଜିଲ୍ଲା ଯୁବ ଛାତ୍ର ଜନତା ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାରା ଭାରତରେ ନଂ ୧ ମୁଖ୍ୟମନ୍ତ୍ରୀ ହୋଇଥିବାରୁ ଅଭିନନ୍ଦନ ଦେବା ସହ ମ୍ୟାଟ୍ରିକ ପରିକ୍ଷାର୍ଥୀଙ୍କ ଫିସ୍ ଛାଡ କରିବା ପାଇଁ ଯୁବ ଛାତ୍ରଙ୍କ ପକ୍ଷରୁ ଧନ୍ୟବାଦ ଜ୍ଞାପନ କରାଯାଇଛି I ସ୍ଥାନୀୟ ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ ମୁଖ୍ୟ ଫାଟକ ସାମନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉପ ମୁଖ୍ୟ ସଚେତକ ତଥା ରେଢାଖୋଲ ବିଧାୟକ ଇଂ. ରୋହିତ ପୂଜାରୀ, ପୂର୍ବତନ ବିଧାୟିକା ଡକ୍ଟର ରାସେସ୍ବରୀ ପାଣିଗ୍ରାହୀ, ଜିଲ୍ଲା ସଭାପତି ସିଦ୍ଧାର୍ଥ ଦାସ, ପୂର୍ବତନ କାର୍ଯ୍ୟକାରୀ ସଭାପତି ସଂଜିତ ମହାନ୍ତି, ବିଜୁ ଯୁବ ଜନତା ଦଳ ଜ଼ିଲ୍ଲା ସଭାପତି ଲଷ୍ମୀ ପ୍ରସାଦ ମହାପାତ୍ର, ରାଜ୍ୟ ଯୁବ ସାଧାରଣ ସମ୍ପାଦକ ହୀରାଲାଲ୍ ବେହେରା, ଛାତ୍ର ଜନତା ଜ଼ିଲ୍ଲା ସଭାପତି ଡ. ସିଦ୍ଧାନ୍ତ ମହାନ୍ତି, ବରିଷ୍ଠ ଶ୍ରମିକ ନେତା ଗୋକୁଳ ମେହେର, ପୂର୍ବତନ ଜିଲ୍ଲା ସଭାପତି ଆର୍ତ୍ତତ୍ରାଣ ମିଶ୍ର, ମୋ ପରିବାର ଜ଼ିଲ୍ଲା ସଂଯୋଜିକା କବିତା ପୁରୋହିତ, ରାଜ୍ୟ ମହିଳା ସମ୍ପାଦିକା ଉଷା ପ୍ରଧାନ, ରାଜ୍ୟ ଯୁଗ୍ମ ସମ୍ପାଦକ ଦିଲ୍ଲିପ ଦୂରିଆ, ନାରୀ ନେତ୍ରୀ ସିପ୍ରା ମହାନ୍ତି, ରାଜ୍ୟ ଯୁବ ସମ୍ପାଦକ ମନୋଜ ମହାପାତ୍ର, ଜୋନ୍ ଯୁବ ସଭାପତି ଦେବାଶିଷ ପରିଡା, ଜୋନ୍ ଛାତ୍ର ସଭାପତି ମିଲନ୍ ହୋତା,ଜିଲ୍ଲା ଯୁବ ସାଧାରଣ ସମ୍ପାଦକ ଅନୁଜ ଜେନା, ଯୁବ ସମ୍ପାଦକ ମଞ୍ଜୁ ଓରାମ, ଏସ୍. କେ. ଆରିଫ୍, ପ୍ରଶାନ୍ତ ଥାପା, ଛାତ୍ର ଜୋନ୍ ସମ୍ପାଦକ ଦେବଜ୍ୟୋତି ପଟ୍ଟନାୟକ, ସୁମିତ ପଟେଲ, ସୌରଭ ସେନ, ଜଗା ସେଠି, ଛାତ୍ର ଚୁମନ୍ ପ୍ରଧାନ, ଭାସ୍କର ଭଟ୍ଟାଚାର୍ଯ୍ୟ, ମୋହିତ ଦାସ, ଭିକ୍କି ଦୀପ, ଦିଲ୍ଲିପ ଦାସ, ସୈୟଦ ସାହାବୁଦ୍ଦିନ, ଶ୍ରୀକାନ୍ତ ପ୍ରଧାନ, ସିଦ୍ଧାର୍ଥ ସାହୁ, ଲିଲିମା ମଲ୍ଲିକ, ଫରହତ୍ ଯାହାଁ, ସସ୍ମିତା ଦୀପ, ମୀନତି ସାହୁ ତଥା ଅନ୍ୟାନ୍ୟ ବରିଷ୍ଠ, ମହିଳା, ଯୁବ, ଛାତ୍ର ନେତାମାନେ ଯୋଗଦାନ କରିଥିଲେ।
ରାଜ୍ୟ
ଜିଲ୍ଲା ଯୁବ ଛାତ୍ର ଜନତା ପକ୍ଷରୁ ନବୀନ ପଟ୍ଟନାୟକ ଦେଶ ର ନଂ ୧ ମୁଖ୍ୟମନ୍ତ୍ରୀ ହୋଇଥିବାରୁ ଅଭିନନ୍ଦନ, ମ୍ୟାଟ୍ରିକ ପରିକ୍ଷାର୍ଥୀଙ୍କ ଫିସ୍ ଛାଡକରିଥିବାରୁ ଧନ୍ୟବାଦ ଜ୍ଞାପନ I
- Hits: 272