ହେଡଲାଇନସ୍:

ଝାରସୁଗୁଡା ମୁନିସିପାଲିଟି ଏକଜିକ୍ୟୁଟିଭ ଅଫିସର ନିଲମ୍ବିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର (ଶାସକ ପ୍ରଶାସକ)  ସରକାରୀ ନିର୍ଦ୍ଦେଶ ଅବମାନନା, ପ୍ରଶାସନିକ ଅପାରଗତା, ସରକାରୀ ଯୋଜନା ଓ କାର୍ଯ୍ୟକ୍ରମ ରୂପାୟନରେ ବିଫଳତା,  ଧାର୍ଯ୍ୟ ଲକ୍ଷ୍ୟ ହାସଲରେ ବିଫଳତା ଅଭିଯୋଗରେ ଝାରସୁଗୁଡା ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ରାମଚନ୍ଦ୍ର ପ୍ରଧାନଙ୍କୁ ରାଜ୍ୟ ସରକାର ନିଲମ୍ବିତ କରିଛନ୍ତି । ଶ୍ରୀ ପ୍ରଧାନଙ୍କ ବିରୋଧରେ ଆସିଥିବା ଉପରୋକ୍ତ ଅଭିଯୋଗ ଉପରେ ତର୍ଜ୍ଜମା କରିବା ପରେ ଉପରୋକ୍ତ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ନେଇ ରାଜ୍ୟ ନଗର ଉନ୍ନୟନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ପ୍ରକାଶ ପାଇଛି ।

 

0
0
0
s2sdefault