ହେଡଲାଇନସ୍:

ଉଦୟନାଥ ଫର୍ଣ୍ଣିଚରର ୧୩ତମ ଲକି ଡ୍ର ଉଠାଣ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ପଦ୍ମପୁର :- ପଦ୍ମପୁର ସହର କପସିଲା ରୋଡ଼ସ୍ଥିତ ଉଦୟନାଥ ଫର୍ଣ୍ଣିଚର ତରଫରୁ ଆରମ୍ଭ ହୋଇଥିବା ମାସିକ କିସ୍ତି ଯୋଜନାର ୧୩ତମ ଲକି ଡ୍ର ଉଠାଣ ଆଜି ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଏହି ଡ୍ର'ର ବିଜେତା ହେଉଛନ୍ତି ଭରସୁଜା ର ଅନାଦି ଭୋଇ ।  ଏହି ଉଠାଣ କାର୍ଯ୍ୟକ୍ରମରେ ରୋହିତ କୁମାର ପଟ୍ଟନାୟକ , ସନ୍ତୋଷ କୁମାର ବାରିକ, ହରିହର ନିଆଲ , ସୁବ୍ରତ କୁମାର ପ୍ରଧାନ, ସନ୍ଦୀପ ବାରିକ ଉପସ୍ଥିତ ଥିଲେ ।

0
0
0
s2sdefault