ହେଡଲାଇନସ୍:

ଜନସଂଖ୍ୟା ସମାଧାନ ଫାଉଣ୍ଡେସନର ପ୍ରତିଜ୍ଞା ଦିବସ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ- ସମ୍ବଲପୁର କଚେରି ଛକ ସ୍ଥିତ ସହିଦ ସ୍ତମ୍ଭ ଠାରେ ଆଜି ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ସମ୍ବଲପୁର ଜିଲ୍ଲା ଶାଖା ପକ୍ଷରୁ ପ୍ରତିଜ୍ଞା ଦିବସ ପାଳିତ  ହୋଇଯାଇଛି । ଦେଶରେ ଦୄଡ ଜନସଂଖ୍ୟା ବୃଦ୍ଧିକୁ ରୋକିବା ପାଇଁ ଆଇନ ପ୍ରଣୟନ କରିବାକୁ ସରକାରଙ୍କ ଉପରେ ଚାପ ସୄଷ୍ଟି କରିବା ପାଇଁ ଏହି ପ୍ରତିଜ୍ଞା ଦିବସ ପାଳିତ ହୋଇଛି । ଏହି ଅବସରରେ ଜନସଂଖ୍ୟା ସମାଧାନ  ଫାଉଣ୍ଡେସନ ସମ୍ବଲପୁର ଜିଲ୍ଲା ସାଖାର ସଦସ୍ୟ ମାନେ ଦେଶରେ ବଡୁଥିବା ଜନସଂଖ୍ୟା ଜନିତ ସମସ୍ୟା ଗୁଡିକ ଉପରେ ଗୁରୁତ୍ୱ ଆରୋପ କରିବା ସହ ଆଗକୁ ଜନସଂଖ୍ୟା ବୄଦ୍ଦି ରୋକିବାକୁ  ଦୃଢ  ଆଇନ  ପ୍ରଣୟନ ଉପରେ ଆଲୋକପାତ କରିଥିଲେ ।ଏହି ପ୍ରସଙ୍ଗ ନେଇ ସଂଗଠନ ସମସ୍ତ ସଦସ୍ୟ ମିଳିତ ଭାବରେ ଶପଥ ଗ୍ରହଣ କରିଥିଲେ।

0
0
0
s2sdefault