ହେଡଲାଇନସ୍:

ବିଜେଡି ନିଯୁକ୍ତି ଦେଲା ୪୫ ସମ୍ପାଦକ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର : ପୂର୍ବର ସମସ୍ତ ଆଦେଶକୁ ରଦ୍ଦ କରି ଆଜି ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ଦଳର 45 ଜଣ ନେତାଙ୍କୁ ଦଳର ସମ୍ପାଦକ ଭାବେ ନିଯୁକ୍ତି ଦେଇଛନ୍ତି । ସେମାନଙ୍କୁ ମଧ୍ୟ ସ୍ୱତନ୍ତ୍ର ବିଭାଗ ଦାୟିତ୍ୱରେ ରଖାଯାଇଛି  ବୋଲି ବିଜୁ ଜନତା ଦଳ ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର)  ମାନସ ରଞ୍ଜନ ମଙ୍ଗରାଜ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି ।

ଆଜି ଦଳର ସମ୍ପାଦକ ଭାବେ ନିଯୁକ୍ତି ପାଇଥିବା ନେତା ଓ ନେତ୍ରୀମାନେ ହେଲେ କିଶୋର ଚନ୍ଦ୍ର ତରାଇ(ଏସସି ସଶକ୍ତିକରଣ), ସଂଘମିତ୍ରା ଦଳେଇ (ଏସସି ସଶକ୍ତିକରଣ), ଅନୁଭବ ପଟ୍ଟନାୟକ(ମହିଳା ସଶକ୍ତିକରଣ), ଶ୍ରୀମତୀ କେ.ଶାନ୍ତି(ମହିଳା ସଶକ୍ତିକରଣ),  ବିଷ୍ଣୁପ୍ରି୍ୟା ଦାସ (ମହିଳା ସଶକ୍ତିକରଣ), ଅମରେଶ ପତ୍ରୀ(ଯୁବ ବ୍ୟାପାର), ରଞ୍ଜିତ ମହାପାତ୍ର (ଯୁବ ବ୍ୟାପାର), ଅମରଜିତ୍ ସେନାପତି(ଛାତ୍ର ବ୍ୟାପାର), ମନ୍ଦାକିନୀ କର(ଛାତ୍ର ବ୍ୟାପାର), ବିଶ୍ୱଜିତ ସାମନ୍ତରାୟ (ଛାତ୍ର ବ୍ୟାପାର), ଚିନ୍ମୟ ସାହୁ(ସଶକ୍ତ ଓଡ଼ିଶା), ଅମରେଶ ଜେନା(ସଶକ୍ତ ଓଡ଼ିଶା), ସୌଭାଗ୍ୟ ନାୟକ(ସଶକ୍ତ ଓଡ଼ିଶା), ସୁବ୍ରମଣ୍ୟମ ମହାନ୍ତି(ସଶକ୍ତ ଓଡ଼ିଶା), ସୁବାସ ମହାରଣା(ସଶକ୍ତ ଓଡ଼ିଶା), ଶୈଳେଶ ଦାନି (ସଶକ୍ତ ଓଡ଼ିଶା), ରବିନାରାୟଣ ନନ୍ଦ(କଳା/ ସଂସ୍କୃତି/ମାନବ ସମ୍ବଳ), ସଂଗ୍ରାମ କେଶରୀ ପାଇକରାୟ(କଳା/ ସଂସ୍କୃତି/ମାନବ ସମ୍ବଳ), ଶଶୀ ସାହୁ(କଳା/ ସଂସ୍କୃତି/ମାନବ ସମ୍ବଳ), ପ୍ରୟାସକାନ୍ତି ସାମଲ(କଳା/ ସଂସ୍କୃତି/ମାନବ ସମ୍ବଳ), ମାରୁତ ପାଳ (କଳା/ ସଂସ୍କୃତି/ମାନବ ସମ୍ବଳ), ଶେଖ ନିଜାମୁଦ୍ଦିନ୍, ମହମ୍ମଦ ଡବ୍ଲୁ.ସକିଲ୍ (ସଂଖ୍ୟାଲଘୁ ସମ୍ପ୍ରଦାୟ), ଭୁବନେଶ୍ୱର କିଷାନ( ଆଦିବାସୀ ସଶକ୍ତିକରଣ/ସଂଖ୍ୟାଲଘୁ ସମ୍ପ୍ରଦାୟ), ଶ୍ରୀମତୀ ଭାରତୀ ସିଂ( ଆଦିବାସୀ ସଶକ୍ତିକରଣ/ସଂଖ୍ୟାଲଘୁ ସମ୍ପ୍ରଦାୟ), କୃଷ୍ଣଚନ୍ଦ୍ର ଦାସ ( ଆଦିବାସୀ ସଶକ୍ତିକରଣ/ସଂଖ୍ୟାଲଘୁ ସମ୍ପ୍ରଦାୟ), ସୁବାସ ପାତ୍ର(ଓଡ଼ିଶା ମୋ ପରିବାର), ଦୁର୍ଗା ସାମନ୍ତରାୟ(ଓଡ଼ିଶା ମୋ ପରିବାର), ଅଜୟ ନାୟକ(ଓଡ଼ିଶା ମୋ ପରିବାର),ଶିଶିର ପରିଜା(ଓଡ଼ିଶା ମୋ ପରିବାର), ମୀରା ପରିଡ଼ା (ଓଡ଼ିଶା ମୋ ପରିବାର), ପୁଷ୍ପେନ୍ଦ୍ର ସିଂହଦେଓ(ସାମାଜିକ କଲ୍ୟାଣ), ସରୋଜ କର୍ଣ୍ଣ (ସାମାଜିକ କଲ୍ୟାଣ), ଟି.ପ୍ରସାଦ ରାଓ ଦୋରା(ସାମାଜିକ କଲ୍ୟାଣ), ଜଗଦୀଶ ପାତ୍ର (ସାମାଜିକ କଲ୍ୟାଣ), ସ୍ୱାଧୀନ ନାୟକ(ଆଞ୍ଚଳିକ ଉନ୍ନୟନ), କୁନ ବିହାରୀ ଦାସ(ଆଞ୍ଚଳିକ ଉନ୍ନୟନ), ସନ୍ତୋଷ ପଟ୍ଟନାୟକ(ଆଞ୍ଚଳିକ ଉନ୍ନୟନ), ହର୍ଷବର୍ଦ୍ଧନ ସିଂହଦେଓ(ଆଞ୍ଚଳିକ ଉନ୍ନୟନ), ରଣଜିତ୍ ସାହୁ (ଆଞ୍ଚଳିକ ଉନ୍ନୟନ), ଉତ୍ତରା ପାତ୍ର(ପରିବେଶ), ତପନ ଦାସ(ପରିବେଶ), କୃଷ୍ଣ ପଣ୍ଡା(ପରିବେଶ), ତ୍ରିନାଥ ଗୋଏଲ୍ (ପରିବେଶ) ଓ ଚନ୍ଦ୍ରକାନ୍ତ ସାମଲ (ପରିବେଶ) |

 

0
0
0
s2sdefault