-
ସତୁରି ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା
-
ଖୋର୍ଦ୍ଧାରେ ଆକ୍ରାନ୍ତଙ୍କ ସଂଖ୍ୟା ୫୦୦ ଉପରେ
-
୧୧ ଜିଲ୍ଲାରେ ସଂଖ୍ୟା ତିନି ଅଙ୍କ ଉପରେ
ଭୁବନେଶ୍ୱର(ଶାସକ ପ୍ରଶାସକ) : ଆଜି ରାଜ୍ୟରେ ୨୯ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୨୮୯୮ ଜଣ କରୋନା ପଜିଟିଭ | ଆଜି ରାଜ୍ୟରେ ୨୮୯୮ ଆକ୍ରାନ୍ତ ଚିହ୍ନଟ ହୋଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୦୦୨୦ ପହଂଚିଛି | ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୭୯୨ ଜଣ କ୍ଵାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ବାହାରୁ ଚିହ୍ନଟ ହୋଇଛନ୍ତି ୧୧୦୬ ଜଣ | ଫଳରେ ରାଜ୍ୟରେ ମୋଟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 22651 ରେ ପହଂଚିଛି | ଏଯାବତ ସୁସ୍ଥ ହେଲେଣି ୪୬୯୩୫ ଜଣ | ଗତକାଲି ରାଜ୍ୟରେ ସୁସ୍ଥ ହୋଇଥିଲେ ୧୬୨୧ ଜଣ | ଆଜି ୮ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି |
ଆଜି ସର୍ବାଧିକ ଚିହ୍ନଟ ହୋଇଛନ୍ତି ଖୋରଧାରୁ ୫୨୪ ଜଣ | ତା ପଛକୁ ଗଂଜାମରୁ ୨୨୬ , ରାୟଗଡା ୧୦୫ , ବାଲେଶ୍ୱର ୧୪୦ , କଟକ ୨୪୧ , ନୟାଗଡ ୨୩୨, ବଲାଙ୍ଗୀର ୧୭୩, କୋରାପୁଟ ୧୩୨, ଭଦ୍ରକ ୧୦୭ ପୁରୀ ୧୦୪ ଓ ସୁନ୍ଦରଗଡ ୧୦୧ ଜଣ ଚିହ୍ନଟ ହୋଇଛନ୍ତି |
Covid-19 Report For 19th August
New Positive Cases: 2898
In quarantine: 1792
Local contacts: 1106
New Recoveries: 1621
Cumulative Tested: 11,15,947
Positive: 70020
Recovered: 46935
Active Cases: 22651
District Wise Cases
1. Angul: 16
2. Balasore: 140
3. Bargarh: 9
4. Bhadrak: 107
5. Balangir: 173
6. Boudh: 1
7. Cuttack: 241
8. Deogarh: 3
9. Dhenkanal: 44
10. Gajapati: 53
11. Ganjam: 226
12. Jagatsinghpur: 84
13. Jajpur: 69
14. Jharsuguda: 49
15. Kalahandi: 76
16. Kandhamal: 63
17. Kendrapada: 57
18. Keonjhar: 35
19. Khurda: 524
20. Koraput: 132
21. Malkangiri: 56
22. Mayurbhanj: 53
23. Nawarangpur: 37
24. Nayagarh: 232
25. Nuapada: 8
26. Puri: 104
27. Rayagada: 105
28. Sambalpur: 77
29. Sonepur: 23
30. Sundargarh: 101