ହେଡଲାଇନସ୍:

ସ୍ବାଧୀନତା ଦିବସ ଉପଲକ୍ଷେ ଅନଲାଇନ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ।  

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ା :(ସୁଭାଷ ସହାରେ): ଚଳିତ ବର୍ଷ ଜିଲ୍ଲାସ୍ତରୀୟ ସ୍ବାଧୀନତା ଦିବସ ଉପଲକ୍ଷେ କନିଷ୍ଠ ଓ ବରିଷ୍ଠ ବର୍ଗରେ  ଅନଲାଇନ ପ୍ରବନ୍ଧ ପ୍ରତିଯୋଗିତା (ଓଡ଼ିଆ ଓ ଇଂରାଜୀ) ଅନୁଷ୍ଠିତ ହୋଇଥିଲା ।  କନିଷ୍ଠ କନିଷ୍ଠ ବର୍ଗ ( ଓଡ଼ିଆ)ରେ ପଲକ ବେହେରା , କେ ବି ଜେ ଉଚ୍ଚ ବିଦ୍ୟାଳୟ, ଲଇକେରା ପ୍ରଥମ , ସୌମ୍ୟା ରାଉତ ,ଡି ଏ ଭି ଉଚ୍ଚ ବିଦ୍ୟାଳୟ (ITPS) , ବନହରପାଲି ଦ୍ଵିତୀୟ ଓ ପ୍ରାଚୀ ନାଥ,ଏସ ଏସ ଭି ଏମ୍ , ତରେଇକେଲା ତୃତୀୟ ସ୍ଥାନ ଅଧିକାର କରିଥିଲେ।ସେହିପରି  ବରିଷ୍ଠ ବର୍ଗ ( ଓଡ଼ିଆ)ରେ  ଅର୍ଚ୍ଚନା ପଧାନ , ବି . ଆର . ଉଚ୍ଚ ବିଦ୍ୟାଳୟ, ବେଲପାହାଡ଼ ପ୍ରଥମ, ସୁପ୍ରିୟା ପାଣି , ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ବଡ଼ମାଲ ଦ୍ଵିତୀୟ ଓ ଅଙ୍କିତା ନାୟକ , ଡି ଏ ଭି ଉଚ୍ଚ ବିଦ୍ୟାଳୟ , ବନହରପାଲି ତୃତୀୟ ସ୍ଥାନ ଅଧିକାର କରିଥିଲେ ।କନିଷ୍ଠ ବର୍ଗ (ଇଂରାଜୀ)ରେ ନିକିତା ମହାପାତ୍ର, ଡିଏ ଭି ପବ୍ଲିକ ସ୍କୁଲ , ଝାରସୁଗୁଡ଼ା ପ୍ରଥମ, ଯତୀନ ବିଶ୍ୱାଳ, ବିବେକାନନ୍ଦ ଇଣ୍ଟରନେସନାଲ ସ୍କୁଲ , ବେଲପାହାଡ଼ ଦ୍ଵିତୀୟ, ଜୟିତା ନିଅଗ, ସେଣ୍ଟ ମେରୀ ହାୟର ସେକେଣ୍ଡାରୀ ସ୍କୁଲ,ଝାରସୁଗୁଡ଼ା ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେହିପରି ବରିଷ୍ଠ ବର୍ଗ (ଇଂରାଜୀ)ରେ ଶ୍ରୀକାନ୍ତ ସାହୁ , ବିବେକାନନ୍ଦ ଇଣ୍ଟରନେସନାଲ ସ୍କୁଲ, ବେଲପାହାଡ଼ ପ୍ରଥମ, ପ୍ରତୀକ୍ଷା ମୁଦୁଲି, ଘନଶ୍ୟାମ ହେମଳତା ବିଦ୍ୟା ମନ୍ଦିର, ଝାରସୁଗୁଡ଼ା ଦ୍ଵିତୀୟ ଓ ରାଇମା ସାହା, କେନ୍ଦ୍ରୀୟ ବିଦ୍ୟାଳୟ , ଝାରସୁଗୁଡ଼ା ତୃତୀୟ ସ୍ଥାନ ଅଧିକାର କରିଥିଲେ ।

0
0
0
s2sdefault