ହେଡଲାଇନସ୍:

ରୁଷିଆ ରୁ ଆସିଲା ବିଶ୍ୱ ପାଇଁ ଖୁସିର ଖବର ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସଂଶୟ ବ୍ୟକ୍ତ କଲା  ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ମସ୍କୋ : କୋରୋନା ମହାମାରୀର କବଳରେ ସାରା ବିଶ୍ୱ । ସବୁ ଦେଶ ପ୍ରାଣପଣେ ଉଦ୍ୟମ କରୁଛନ୍ତି ଏହି ମହାମାରୀ କବଳରୁ ମୁକ୍ତ ହେବାପାଇଁ । ଏହିଭଳି ଘଡିସନ୍ଧି ମୁହୂର୍ତ୍ତରେ ଋଷିଆ ଦେଇଛି ଏକ ଖୁସିର ଖବର । ଆଜି ରୁଷର ରାଷ୍ଟ୍ରପତି ଭାଡ଼ିମୀର ପୁଟିନଙ୍କ ଘୋଷଣା  ଅନୁସାରେ ରୁଷ ରାଷ୍ଟ୍ରପତି ଙ୍କର ଝିଅ କୁ ଦିଆଯାଇଛି ଆଜି ପ୍ରଥମ କୋରୋନା ଟୀକା । ରୁଷର ସ୍ୱାସ୍ଥ୍ୟ ବିଭାଗ ଏହି ଟିକାକୁ ସ୍ୱୀକୃତି ପ୍ରଦାନ କରିଛି । ଖୁବ ଶୀଘ୍ର ବହୁଳ ପରିମାଣରେ ଏହି ଟିକାର ଉତ୍ପାଦନ କରାଯିବ ବୋଲି ରୁଷ ସୂଚନା ଦେଇଛି । ଅପରପକ୍ଷରେ ଏତେ କମ ସମୟରେ କେମିତି ଟୀକା ବିକଶିତ ହେଲା ତାଙ୍କୁ ନେଇ ସଂଶୟ  ବ୍ୟକ୍ତ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ |   

 

0
0
0
s2sdefault