ହେଡଲାଇନସ୍:

ବିଏମସି ଏରିଆରେ ୧୬୬ , କେଉଁ କେଉଁ ଅଂଚଳରୁ ଚିହ୍ନଟ ହୋଇଛନ୍ତି ୬୮ ଲୋକାଲ କଣ୍ଟାକ୍ଟ ଦେଖନ୍ତୁ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ଆଜି ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ଚିହ୍ନଟ ହୋଇଛନ୍ତି ୧୬୬ ଜଣ କରୋନା ପଜିଟିଭ | ସେମାନଙ୍କ ମଧ୍ୟରୁ  କବାରେଣ୍ଟାଇନ ସେଣ୍ଟରରୁ ୯୮ ଜଣ | ସାଧାରଣ ଅଂଚଳରୁ ଚିହ୍ନଟ ହୋଇଛନ୍ତି  ୬୮ ଜଣ | ବିଏମସି ଏରିଆରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯୨୯  ଜଣରେ ପହଁଚିଥିବା ବେଳେ ୨୪୭୩ ଜଣ ସୁସ୍ଥ ହେଲେଣି  | ୧୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ  ୧୪୩୫  ଏଯାବତ ସକ୍ରିୟ ଅଛନ୍ତି | କେଉଁ କେଉଁ ଅଂଚଳରୁ ଚିହ୍ନଟ ହୋଇଛନ୍ତି ୬୮ ଜଣ ଲୋକାଲ କଣ୍ଟାକ୍ଟ, ଦେଖନ୍ତୁ |

 

0
0
0
s2sdefault