ହେଡଲାଇନସ୍:

ବିଏମସି ଅଂଚଳରୁ  ଆଜି ୨୪୮  କରୋନା ପଜିଟିଭ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଦେଖନ୍ତୁ ୪୧  ଜଣ ସ୍ଥାନୀୟ ସଂକ୍ରମିତ କେଉଁ କେଉଁ ଅଂଚଳରୁ !!!!

ଭୁବନେଶ୍ୱର(ଶାସକ ପ୍ରଶାସକ) : ଆଜି ଭୁବନେଶ୍ୱର ମହାନଗର ନିଗମ ଅଂଚଳରୁ  ଚିହ୍ନଟ ହୋଇଛନ୍ତି ୨୪୮ କରୋନା ପଜିଟିଭ | ସେଥି ମଧ୍ୟରୁ ୨୦୭ ଜଣ ସଙ୍ଗ ରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୪୧ ଜଣ ସାଧାରଣ ଅଂଚଳରୁ | ଫଳରେ ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ଚିହ୍ନଟ ହୋଇଥିବା ମୋଟ ପଜିଟିଭଙ୍କ ସଂଖ୍ୟା ୧୭୧୭ ରେ ପହଁଚିଥିବା ବେଳେ  ୮୩୪ ଜଣ ଏଯାବତ ସୁସ୍ଥ ହେଲେଣି |  ଭୁବନେଶ୍ୱରରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୮୭୦ ରେ ପହଂଚିଛି | ମୃତକଙ୍କ ସଂଖ୍ୟା ୧୧ରେ ପହଂଚିଛି | 

0
0
0
s2sdefault