ହେଡଲାଇନସ୍:

ବ୍ୟାଙ୍କ ଅଫ ବରୋଦା ର ୧୧୩ତମ ପ୍ରତିଷ୍ଠା ଦିବସ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର:- ବରଗଡ ଜିଲ୍ଲା ପଦ୍ମପୁର ସହର ରେ ଥିବା ବ୍ୟାଙ୍କ ଅଫ ବରୋଦାର ୧୧୩ତମ ପ୍ରତିଷ୍ଠାଦିବସ ସ୍ଥାନୀୟ ବ୍ୟାଙ୍କ ପରିସରରେ ଅନୁଷ୍ଠିତ ହୋଇଯାଇଛିା କରୋନା କଟକଣା ଯୋଗୁଁ ସମସ୍ତେ ମାକ୍ସ ପରିଧାନ ସହ ସାମାଜିକ ଦୂରତ୍ୱ ରଖି ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । ଏହି ପ୍ରତିଷ୍ଠା ଦିବସ ଅବସରରେ ଶାଖା ପରିଚାଳକ ଙ୍କ ଝିଅ ଇସାନୀ ବର୍ମା କ୍ୟାକ୍ କାଟିଥିଲେ । ଏଇ ଶୁଭ ଦିବସରେ ବ୍ୟାଙ୍କ ଅଫ ବରୋଦା ର ଶାଖା ପରିଚାଳକ ଦିପକ ବର୍ମା,ଅତିରିକ୍ତ ଶାଖା ପରିଚାଳିକା ସୁଦେଷ୍ଣା ନାୟକ,ନରେଶ ସାହୁ,ସୁଧିର କିଶାନ,ସନ୍ତୋଷ ପ୍ରଧାନ,ଅଜିତ ସାହୁ,ଅନାଦୀ ବରିହା ବ୍ୟାସଦେବ ଗିରି ,ଚନ୍ଦନ ମେହେର ଓ ଶିବାଶିଷ ପଟ୍ଟନାୟକ ଉପସ୍ଥିତ ଥିଲେ। ସମସ୍ତେ ସାବୁନରେ ହାତ ଧୋଇବା, ମାକ୍ସ ପିନ୍ଧିବା ତଥା ସାମାଜିକ ଦୂରତ୍ୱ ରଖି କରୋନା ଠାରୁ ଦୁରେଇ ରହିବା ପାଇଁ ଶାଖା ପ୍ରବନ୍ଧକ ଗ୍ରାହକ ମାନଙ୍କୁ ଅନୁରୋଧ କରିଥିଲେ ।

0
0
0
s2sdefault