ହେଡଲାଇନସ୍:

ଅଗଷ୍ଟ ୩୧ ପର୍ଯ୍ୟନ୍ତ ସ୍କୁଲ କଲେଜ ବନ୍ଦ : ୧୦ ଜିଲ୍ଲାରେ ସପ୍ତାହାନ୍ତ ଲକଡାଉନ ଚାଲିବ- ରାତି କର୍ଫ୍ୟୁ ବଦଳିଲା , ରାତି ୯ଟାରୁ ସକାଳ ୫

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଅଗଷ୍ଟ ୩୧ ଯାଏଁ ଖୋଲିବ ନାହିଁ ସ୍କୁଲ, କଲେଜ, କୋଚିଂ ସେଣ୍ଟର। ଧାର୍ମିକ ଅନୁଷ୍ଠାନ ବି  ଜୁଲାଇ ୩୧ ଯାଏଁ  ବନ୍ଦ। | ଜୋନ "ଏ"ରେ ଥିବା  ୧୦ ଜିଲ୍ଲା( ଯେଉଁଠି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ)ରେ ସପ୍ତାହାନ୍ତ ଲକଡାଉନ ଜାରି ରହିବ |  ରାତି କର୍ଫ୍ୟୁ ସମୟ ବଦଳିଲା  | ପୂର୍ବରୁ ସନ୍ଧ୍ୟା ୭ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଥିଲା | ଏବେ  ରାତି କର୍ଫ୍ୟୁ ସମୟ  ରାତି ୯ଟାରୁ ସକାଳ ୫ ପାର୍କଯ୍ୟନ୍ତ ଜାରି ରହିବ | ସର୍ବାଧିକ ସକ୍ରିୟ ଆକ୍ରାନ୍ତ ଥିବା ଜିଲ୍ଲା ପ୍ରଶାସନକୁ ଦିଆଗଲା ପ୍ରଭୂତ କ୍ଷମତା | ସେମାନେ କରୋନା ନିୟନ୍ତ୍ରଣ ପାଇଁ ନିଜେ ନିଷ୍ପତ୍ତି ନେବେ |  ସାମାଜିକ ଦୂରତା ଓ ଠିକଣା ଢଙ୍ଗରେ ମାସ୍କ ପିନ୍ଧିବା ନିୟମକୁ ଅଧିକ କଡାକଡି କରାଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଗାଇଡ୍ଲାଇନ ଜାରି କରି କହିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ |   

 

0
0
0
s2sdefault