ଭୁବନେଶ୍ୱର : ଆଜି ରାଜ୍ୟରେ କରନା କବଳରୁ ମୁକ୍ତି ପାଇଛନ୍ତି ୯୭ ଜଣ | ଫଳରେ ରାଜ୍ୟରେ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ୩୧୪୪କୁ ବୃଦ୍ଧି ପାଇଛି | ସେମାନଙ୍କ ମଧ୍ୟରେ କଟକରୁ ୧୭ଜଣ,ଗଂଜାମରୁ ୧୬ଜଣ, ଗଂଜାମରୁ ୧୬ ଜଣ, କନ୍ଧମାଳରୁ ୧୪ ଜଣ, ମୟୁରଭଞ୍ଜରୁ ୯ ଜଣ, ଯାଜପୁରରୁ ୭ ଜଣ, ପୁରୀରୁ ୫ ଜଣ, ନୟାଗଡ ୪ଜଣ, କେନ୍ଦ୍ରାପଡ଼ାରୁ ୩ ଜଣ, ବରଗଡ ଓ କେନ୍ଦୁଝରରୁ ୨ ଜଣ ଲେଖାଏ ଏବଂ ଢେଙ୍କାନାଳ ଓ ସୁନ୍ଦରଗଡରୁ ଜଣେ ଲେଖାଏ ଅନ୍ତର୍ଭୁକ୍ତ |
ରାଜ୍ୟ
ସୁସ୍ଥ ହେଲେ ୯୭ ଜଣ
- Hits: 543