ହେଡଲାଇନସ୍:

ଦୁଇ ବାଇକ ମୁହାଁମୁହିଁ ଧକ୍କା : ଘଟଣା ସ୍ଥଳରେ ଜଣକର ମୄତ୍ୟୁ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ଼:ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ କୁମୁନିବାହାଲି ଛକରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ରେ ଘଟଣା ସ୍ଥଳରେ ଜଣକର ମୄତ୍ୟୁ ହୋଇଛି ।  ପଦ୍ମପୁର ବରଗଡ଼ ରାସ୍ତାର କୁମୁନିବାହାଲି ଛକ ନିକଟରେ  ଦୁଇ ବାଇକ ଆରୋହି ଭାରସାମ୍ୟ ହରାଇ ମୁହାଁ ମୁହିଁ ଜୋରଦାର ଧକ୍କା ହୋଇଛନ୍ତି । ଧକ୍କା ଏତେଜୋର ଥିଲାଯେ ଘଟଣାସ୍ଥଳରେ ହିଁ ରାସ୍ତାରେ ମୁଣ୍ଡ କଚାଡି ହୋଇ ଜଣକର ମୃତ୍ୟୁ ହୋଇଯାଇଛି  , ଅନ୍ୟ ଦୁଇଜଣ ଗୁରୁତ୍ୱର ଅବସ୍ଥାରେ ଛଟପଟ ହେଉଥିଲେ ,ସେମାନଙ୍କୁ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟକୁ ଚିକିତ୍ସାପାଇଁ ପଠାଇ ଦେଇଛନ୍ତି ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକେ ।

 

0
0
0
s2sdefault