ହେଡଲାଇନସ୍:

ଆଜି ସୁସ୍ଥ ହେଲେ ୭୨ ଜଣ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ଆଜି କରୋନାରୁ ସୁସ୍ଥ ହୋଇଛନ୍ତି ୭୨ ଜଣ | ଫଳରେ ସୁସ୍ଥ ସଂଖ୍ୟା ବୃଦ୍ଧି ପାଇ ୨୩୫୪ରେ ପହଂଚିଛି | ଆଜି ସୁସ୍ଥଙ୍କ ମଧ୍ୟରେ ୧୭ ଜଣ ଗଂଜାମରୁ, ୯ଜଣ ସୋନପୁରରୁ, 7 ଜଣ ବଲାଙ୍ଗୀରରୁ, 6 ଜଣ ଜଗତସିଂହପୁରରୁ, କଟକ, କଳାହାଣ୍ଡି ଓ  ସୁନ୍ଦରଗଡରୁ ୫ ଜଣ ଲେଖାଏ, ବାଲେଶ୍ୱର ଓ ମୟୁରଭଞ୍ଜରୁ ୪ ଜଣ ଲେଖାଏ, ଖୋର୍ଦ୍ଧା, କନ୍ଧମାଳ ଓ ସମ୍ବଲପୁର ୩ଜଣ ଲେଖାଏ ଏବଂ ଝାରସୁଗୁଡ଼ାରୁ ଜଣେ ସୁସ୍ଥ ହୋଇଛନ୍ତି | . 

0
0
0
s2sdefault