ହେଡଲାଇନସ୍:

ରାଜ୍ୟରେ କୌଣସି ସ୍କୁଲ ବନ୍ଦ ହେବନି : ଜୁନ ୮ ରୁ ଆରମ୍ଭ ହେବ ନାମ ଲେଖା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର : ୨୦ରୁ କାମ ଛାତ୍ର ଛାତ୍ରୀ ଥିଲେ ସ୍କୁଲ ବନ୍ଦ ହେବ ବୋଲି ରାଜ୍ୟ ସରକାର ପୂର୍ବରୁ ନେଇଥିବା ନିଷ୍ପତ୍ତିକୁ ସ୍ଥଗିତ ରଖିଛନ୍ତି | ରାଜ୍ୟରେ କୌଣସି ସ୍କୁଲ ବନ୍ଦ ହେବନି | ଆସନ୍ତା ଶିକ୍ଷା ବର୍ଷ ପାଇଁ ଜୁନ ୮ ରୁ ଆରମ୍ଭ ହେବ ନାମ ଲେଖା  | ରାଜ୍ୟର ସମସ୍ତ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟରେ ନାମଲେଖା ଜୁନ ୮ ରୁ ଆରମ୍ଭ ହୋଇ ଜୁଲାଇ ୧୫ ଭିତରେ ସରିବ  ବୋଲି କହିଛନ୍ତି ସ୍କୁଲ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ | ସୂଚନାଯୋଗ୍ୟ ଯେ ୨୦ରୁ କାମ ଛାତ୍ର ଛାତ୍ରୀ ଥିଲେ ସ୍କୁଲ ବନ୍ଦ ହେବ ବୋଲି ରାଜ୍ୟ ସରକାର ପୂର୍ବରୁ ଯୋଜନା କରିଥିଲେ ଓ ଏଥିପାଇଁ ରିପୋର୍ଟ ମଧ୍ୟ ଜିଲ୍ଲା ସ୍ତରରୁ ଆସିଥିଲା | ସେ ରିପୋର୍ଟରେ ଅନେକ ଅସଙ୍ଗତି ମଧ୍ୟ ପରିଲକ୍ଷିତ ହେବ ଅଭିଯୋଗ ହୋଇଥିଲା |

0
0
0
s2sdefault