ହେଡଲାଇନସ୍:

ରେକର୍ଡ ଭାଂଗିଲା କରୋନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ରେକର୍ଡ ଭାଙ୍ଗିଲା କରୋନା । ଆଜି ରେକର୍ଡ ସଂଖ୍ୟକ ୧୭୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ  ୧୫୦ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୨୩ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ୧୭୩ ଜଣଙ୍କୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୭୮୧କୁ ବୃଦ୍ଧି ପାଇଛି । ଆଜି ଚିହ୍ନଟ ହୋଇଥିବା  ଆକ୍ରାନ୍ତଙ୍କ ମଧ୍ୟରେ  ଗଞ୍ଜାମରୁ୬୪ଜଣ, କଟକଓ ମୟୁରଭଞ୍ଜରୁ ୧୩ଜଣ ଲେଖାାଏଁ,  ବାଲେଶ୍ୱର ଓ ବଲାଙ୍ଗୀରରୁ ୧୧ଜଣ ଲେଖାଏଁ ,  ଯାଜପୁରରୁ ୧୯ଜଣ, ଗଜପତିରୁ ୧୦ ଜଣ, ଖୋର୍ଦ୍ଧାରୁ ୯ଜଣ , ନୂଆପଡ଼ାରୁ ୮ଜଣ,  ନୟାଗଡ଼ରୁ ୭ ଜଣ, ଭଦ୍ରକରୁ ୪ଜଣ,  କଳାହାଣ୍ଡିରୁ ୨ ଜଣ, ପୁରୀ ଓ ଝାରସୁଗୁଡ଼ାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

0
0
0
s2sdefault