ହେଡଲାଇନସ୍:

ପୁଣି ଥରେ ଚର୍ଚ୍ଚାକୁ ଆସିଲା କେନ୍ଦ୍ରାପଡା ଜିଲ୍ଲାର ଶିକ୍ଷା ବିଭାଗ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
କେନ୍ଦ୍ରାପଡାରୁ ପ୍ରଫୁଲ୍ଲ କୁମାର ମଲ୍ଲ: କେନ୍ଦ୍ରାପଡା ଜିଲ୍ଲା ଡେରାବିଶ୍ ବ୍ଲକ ଅନ୍ତର୍ଗତ ବେଣୀପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖା ଦେଇଛି ଏକ ଅଭାବନୀୟ ଘଟଣା ।ମଧ୍ୟାହ୍ନ ଭୋଜନରେ ମହା ଘୋଟଲା । ବିଦ୍ୟାଳୟ ରେ 80 ଜଣ ପିଲା ଉପସ୍ଥିତ ଥିବା ବେଳେ mdm ମେସେଜ ରେ 106 ପଡିଥିଲା ।ଏହାପରେ ଛୋଟ ଛୋଟ କୋମଳ ମତି ପିଲା ମାନଙ୍କ ଦ୍ୱାରା ମଜା ଯାଉଛି ବାସନ  । ଏଭଳି ଘଟଣା ସମ୍ପର୍କରେ ଅଭିଯୋଗ ଆଣିଲେ ଗ୍ରାମବାସୀ ।
0
0
0
s2sdefault