ରାଜ୍ୟ ଗଜପତିରେ ପୋଲିଓ ଟୀକାକରଣ : ଟାର୍ଗେଟ ୭୨, ୯୮୦ ଶିଶୁ 16 April 2018 Hits: 534 Rating: ( 0 Rating ) User Rating: 0 / 5 Please Rate Vote 1 Vote 2 Vote 3 Vote 4 Vote 5 ଗଜପତିରୁ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ପୋଲିଓ ଟୀକାକରଣ ଅଭିଯାନ ଆରମ୍ଭ ହୋଇଛି | ଜିଲ୍ଲାପାଲ ଅନୁପମ ଶାହା ଏହି ଅଭିଯାନ ର ଶୁଭାରମ୍ଭ କରିଥିଲେ | ଜିଲ୍ଲାର ୫୩୪ଟି କେନ୍ଦ୍ରରେ ୭୨, ୯୮୦ ଜଣ ଶିଶୁଙ୍କୁ ପଲସ ପୋଲିଓ ବୁନ୍ଦା ପ୍ରଦାନ କରାଯିବ | 000s2sdefault twitter twitter facebook google plus whatsapp share