ହେଡଲାଇନସ୍:

ଗଜପତି ଜିଲ୍ଲାରେ ପୁଣି ୬ ଟି ନୁଆ କରୋନା ପଜିଟିଭ୍ : ସୂଚନା ଦେଲେ ଜିଲ୍ଲାପାଳ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ପୁଣି ୬ଟି ନୁଆ କରୋନା ପଜିଟିଭ୍ କେଶ୍ ଆସିଛି। ଏହି ସମସ୍ତ ୬ଜଣ ବ୍ୟକ୍ତି ମହାରାଷ୍ଟ୍ର ଫେରନ୍ତା। ସେମାନେ ସମସ୍ତେ  ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହୁଥିଲେ।  ତାଙ୍କର ସ୍ୱାବ ଟେଷ୍ଟିଂ ପାଇଁ ପଠାଯାଇଥିଲା । ତାଙ୍କର ରିପୋର୍ଟ୍ ପଜିଟିଭ୍ ଆସିଛି। ସେମାନେ ସମସ୍ତେ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିଲେ ଏବଂ ସମସ୍ତ ଅସ୍ଥାୟୀ କେନ୍ଦ୍ର ପୂର୍ବରୁ କଣ୍ଟେନମେଣ୍ଟ ହୋଇରହିଛି। ସେଥିପାଇଁ କୌଣସି ଗ୍ରାମାଞ୍ଚଳ କି ଅନ୍ୟ ଜିନିଷ କଣ୍ଟେନମେଣ୍ଟ ହେବାର ନାହିଁ। ସେ ୬ଜଣ ବ୍ୟକ୍ତି କୋଭିଡ୍-୧୯ ହସ୍ପିଟାଲରେ ଅଛନ୍ତି ଏବଂ ସେମାନଙ୍କର ଚିକିତ୍ସା ଚାଲିଛି ବୋଲି ଭିଡିଓ ମାଧ୍ୟମରେ ସୂଚନା ଦେଇଛନ୍ତି ଜିଲ୍ଲାପାଳ ଅନୁପମ ସାହା ।

0
0
0
s2sdefault