ହେଡଲାଇନସ୍:

ସୁସ୍ଥ ହେଲେ ୫୭ କରୋନା ରୋଗୀ : ଭୁବନେଶ୍ୱର, ଜଗତସିଂହପୁର ହେଲେ କରୋନାମୁକ୍ତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଭୁବନେଶ୍ୱର (ଶାସକ ପ୍ରଶାସକ) :  ବହୁତ ବଡ ଖୁସି ଖବର | ଏକାଥରକେ ସୁସ୍ଥ ହେଲେ ୫୭ କରୋନା ରୋଗୀ | ଏହି ୫୭ ଜଣଙ୍କୁ ମିଶାଇ ରାଜ୍ୟରେ କରୋନା ଜାଲରୁ ମୁକ୍ତି ପାଇଥିବା ରୋଗୀଙ୍କ ସଂଖ୍ୟା ୨୭୭ରେ ପହଁଚିଲା | ଆଜି ସୁସ୍ଥ ହୋଇଥିବା ରୋଗୀଙ୍କ ମଧ୍ୟରେ ଗଞ୍ଜାମରୁ ୪୦, ଜଗତସିଂହପୁରରୁ ୫, ମୟୁରଭଞ୍ଜରୁ ୪, ଭୁବନେଶ୍ୱରରୁ ୩, ବଲାଙ୍ଗୀରରୁ ୨, ସୁନ୍ଦରଗଡ, ବାଲେଶ୍ୱର ଓ କେନ୍ଦ୍ରାପଡ଼ାରୁ ଜଣେ ଲେଖାଏ ସୁସ୍ଥ ହୋଇଛନ୍ତି |   ରାଜଧାନୀ ଭୁବନେଶ୍ୱର, ଜଗତସିଂହପୁର ହେଲେ କରୋନାମୁକ୍ତ |

 

Another 57 Covid patients have recovered and are being discharged. 40 are from Ganjam 5 are from Jagatsinghpur 4 are from Mayurbhanj 3 are from Bhubaneswar 2 are from Bolangir 1 each from Sundergarh, Balasore and Kendrapara.

0
0
0
s2sdefault