ହେଡଲାଇନସ୍:

ସୁରକ୍ଷା ବାଡ଼ରେ ଜୋରରେ ପିଟିଲା ଇଣ୍ଡିଗୋ କାର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

 
କେନ୍ଦ୍ରାପଡା-ପ୍ରଫୁଲ୍ଲ କୁମାର ମଲ୍ଲ : କେନ୍ଦ୍ରାପଡା ର କଟକ ଚାନ୍ଦବାଲି ରାସ୍ତାର ବାଲିଆ ତେଲଟାଙ୍କି ନିକଟରେ ଏକ ଇଣ୍ଡିଗୋ କାର ଦ୍ରୁତ ଗତିରେ ଆସି ରାସ୍ତାର ଦୁଇ ପାଖରେ ଥିବା ସୁରକ୍ଷା ବାଡ଼ରେ ଜୋରରେ ପିଟି ହୋଇଥିବା ଦୃଶ୍ୟ ଦେଖିବାକୁ ମିଳିଛି ।ଗାଡିଟ ର ଆଗ ସଂପୂର୍ଣ୍ଣ ରୂପେ ଭାଙ୍ଗିଯାଇଥିବା ବେଳେ ଗାଡିରେ ଥିବା ଡ୍ରାଇଭର ଙ୍କ ସମେତ ଦୁଇଜଣ ବ୍ୟକ୍ତି କୌଣସି କ୍ଷୟକ୍ଷତି ହୋଇ ନ ଥିବା ଜଣାପଡିଛି ।
0
0
0
s2sdefault