ହେଡଲାଇନସ୍:

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଏସିଟିଓ ସଂଘ ପକ୍ଷରୁ 1 ଲକ୍ଷ ଟଙ୍କାର ସହାୟତା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର(ଶାସକ ପ୍ରଶାସକ): କରୋନା ମହାମାରୀ ବିରୋଧରେ ସମଗ୍ର ବିଶ୍ୱ ଲଢୁଥିବା ବେଳେ ଓଡିଶା ସରକାର ମଧ୍ୟ ଏହି ମହାମାରୀର ମୁକାବିଲା କରିବା ପାଇଁ ଅନେକ ପଦକ୍ଷେପ ନେଇଛନ୍ତି । କରୋନା ବିରୋଧୀ ଏହି ଲଢେଇରେ ସହାୟତାର ହାତ ବଢ଼ାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ବିଭିନ୍ନ ସଂଗଠନ ଆଗେଇ ଆସିଛନ୍ତି । ଏହିକ୍ରମରେ ଓଡିଶା ସବର୍ଡିନେଟ ଫାଇନାନ୍ସ ସର୍ଭିସ(ଏସିଟିଓ) ଅସୋସିଏସନ ବଢ଼ାଇଛି ସହାୟତାର ହାତ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଆସୋସିଏସନ ପକ୍ଷରୁ 100000 ଟଙ୍କାର ସହାୟତାରାଶି ପ୍ରଦାନ କରାଯାଇଛି ।

0
0
0
s2sdefault