ହେଡଲାଇନସ୍:

ନୂଆ 65 ସହ 737ରେ କରୋନା

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଭୁବନେଶ୍ୱର : ରାଜ୍ୟରେ ଆଉ ୬୫ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବିଷୟ ସୂଚନା ଦେଇଛନ୍ତି ରାଜ୍ୟ ସରକାର । ଏମାନଙ୍କୁ ମିଶାଇ ଚିହ୍ନଟ ଆକ୍ରାନ୍ତଙ୍କ ସଂଖ୍ୟା 737ରେ ପହଞ୍ଚୀଛି । ଆଜି ସକାଳେ ୮ଟି ଜିଲ୍ଲାରେ  ଚିହ୍ନଟ ହୋଇଥିବା ହୋଇଛନ୍ତି । ସେଥିମଧ୍ୟରୁ ଯାଜପୁରରୁ ୩୧, ଗଞ୍ଜାମରୁ ୧୩, କଟକରୁ ୬, କେନ୍ଦ୍ରାପଡ଼ାରେ ୪ଜଣ, ପୁରୀରୁ ୪, ଖୋର୍ଦ୍ଧାରୁ ୩ଜଣ, ମୟୁରଭଞ୍ଜରୁ ୨ ଓ ନୟାଗଡ଼ରୁ ୨ଜଣ ଅନ୍ତର୍ଭୁକ୍ତ ।

0
0
0
s2sdefault