ହେଡଲାଇନସ୍:

ରେଢ଼ାଖୋଲ ରୁ ସଂଗ୍ରହ ହେଲା ୬୩ ସ୍ୱାବ୍     

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ରେଢ଼ାଖୋଲ ଉପଖଣ୍ତ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ  : ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ୍ ର ବିଭିନ୍ନ ସଂଗରୋଧ କେନ୍ଦ୍ର ରେ ରହିଥିବା ପ୍ରବାସୀ ଓଡିଆ ଙ୍କ ଠାରୁ ସଂଗ୍ରହ କରାଯାଇଛି ୬୩ ସ୍ୱାବ୍ I ସୂଚନା ଯୋଗ୍ୟ ଯେ , ସମ୍ବଲପୁର ରୁ ଏକ ସ୍ୱତନ୍ତ୍ର ଡ଼ାକ୍ତରୀ ଟିମ ଆସି ସ୍ୱାବ ସଂଗ୍ରହ କରାଯାଇଥିବା ଜଣାପଡିଛି I

 

0
0
0
s2sdefault