ହେଡଲାଇନସ୍:

ସବୁଜ ଅଂଚଳରେ  ଥିଲେ ବି ଶୃଙ୍ଖଳିତ ରହିବା : ଜିଲ୍ଲାପାଳ କଲେ ଅନୁରୋଧ 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ :  ସମ୍ବଲପୁର ଜିଲ୍ଲା ଗ୍ରୀକ୍ ଜୋନରେ ଥିଲେ ମଧ୍ୟ ସରକାରଙ୍କ ସମସ୍ତ ନିୟମକୁ ମାନି ଚଲିବା ସହ ସାମାଜିକ ଦୂରତ୍ବକୁ ରକ୍ଷା କରିବା ପାଇଁ ସମ୍ବଲପୁର ଜିଲ୍ଲାପାଳ  ସୁଭମ ସାକ୍ସେନାଙ୍କ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି | ଶୁଣନ୍ତୁ କଣ କହିଛନ୍ତି ଜିଲ୍ଲାପାଳ ଶ୍ରୀ ସାକ୍ସେନା |

0
0
0
s2sdefault