ହେଡଲାଇନସ୍:

ସୁସ୍ଥ ହେଲେ ଆଉ 5 କରୋନା ଆକ୍ରାନ୍ତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର (ଶାସକ ପ୍ରଶାସକ) : ସୁସ୍ଥ ହେଲେ ଆଉ 5 କରୋନା ଆକ୍ରାନ୍ତ | ଆଜି ସୁସ୍ଥ ହୋଇଥିବା ୫ ଜଣଙ୍କ ମଧ୍ୟରେ ବାଲେଶ୍ୱରରୁ 4ଜଣ ଓ  ଯାଜପୁରରୁ ଜଣେ ଅନ୍ତର୍ଭୁକ୍ତ  । ଏ ଯାବତ ସୁସ୍ଥ ହୋଇଥିବା ଲୋକଙ୍କ ସଖ୍ୟା ପହଁଚିଲା 68 ରେ । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଆହୁରି ୨୧୯ ରୋଗୀ ସକ୍ରିୟ ଅଛନ୍ତି | 

0
0
0
s2sdefault