ହେଡଲାଇନସ୍:

ଗଂଜାମ ଜିଲ୍ଲା ପାଇଁ ଗଲେ ତିନି ଯୁବ ଆଇଏଏସ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର (ଶାସକ ପ୍ରଶାସକ) ଅଧିକ ସଂଖ୍ୟକ ପଜିଟିଭ କେସ୍ ଚିହ୍ନଟ ହେଉଥିବା ଯୋଗୁଁ ଗଞ୍ଜାମ ଜିଲ୍ଲାରେ କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ୩ ଜଣ ଆଇଏଏସ୍ ଅଧିକାରୀଙ୍କୁ ନିୟୋଜିତ କରିଛନ୍ତି। ଏହି ଅଧିକାରୀମାନେ କୋଭିଡ୍-୧୯ ପରିଚାଳନାରେ ଗଞ୍ଜାମ ଜିଲ୍ଲା ପ୍ରଶାସନକୁ ସହଯୋଗ କରିବେ। ଜିଲ୍ଲା ପାଇଁ ଡେ଼ପ୍ୟୁଟ ହୋଇଥିବା ଆଇଏଏସ ଅଫିସରମାନେ ହେଲେ ପି ଅନ୍ଵେଷା ରେଡ଼ି, ପାଟିଲ ଆଶିଷ ଈଶ୍ୱର ଏବଂ ହେମକାନ୍ତ ସାଏ | 

0
0
0
s2sdefault