ହେଡଲାଇନସ୍:

ଆଉ 7 କରୋନା ପଜିଟିଭ ଚିହ୍ନଟ, ସଂଖ୍ୟା ପହଁଚିଲା 118

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଭୁବନେଶ୍ୱର(ଶାସକ ପ୍ରଶାସକ)ଆଜି ଆଉ ନୂଆ ୭ କରୋନା ପଜିଟିଭ ଚିହ୍ନଟ ହେବ ସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮ ଛୁଇଁଛି ଆଜି ସକାଳର ପ୍ରଥମ ଅପଡେଟ ସୁଦ୍ଧା । ଆଜି  ଚିହ୍ନଟ ହୋଇଥିବା ୭ ଜଣଙ୍କ ମଧ୍ୟରୁ ୪ ସୁନ୍ଦରଗଡ଼ ଓ ୩  ଭଦ୍ରକ ଅଂଚଳର। ଭଦ୍ରକ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୯ରେ ପହଞ୍ଚିଥିବା ବେଳେ  ନୂଆ ୩ଟି ଆକ୍ରାନ୍ତ ବାସୁଦେବପୁର ଅଂଚଳର । ପଶ୍ଚିମ ବଙ୍ଗ ଲିଙ୍କ ଅଛି  ଭଦ୍ରକ ଆକ୍ରାନ୍ତଙ୍କର |ସେମାନେ ସମସ୍ତେ ପୁରୁଷ  |  ସେହିପରି ସୁନ୍ଦରଗଡ଼ ଅଂଚଳ ଜିଲ୍ଲାରେ ନୂଆ ୪ ଜଣ ଆକ୍ରାନ୍ତ ବାହାରିଛନ୍ତି । ସେମାନେ ସମସ୍ତେ କଣ୍ଟନମେଣ୍ଟ ଅଂଚଳ  ରାଉରକେଲା ନାଳ ରୋଡର |   ସେମାନଙ୍କ ମଧ୍ୟରେ ଦୁଇ ମହିଳା ଓ ଦୁଇ ପୁରୁଷ ରହିଛନ୍ତି | ସୁନ୍ଦରଗଡ଼ରେ ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ପହଁଚିଲା ୧୦ରେ ।  

0
0
0
s2sdefault