ହେଡଲାଇନସ୍:

ଆଉ ଜଣେ ପଶ୍ଚିମବଙ୍ଗ ଫେରନ୍ତା କରୋନା ରୋଗୀ ଚିହ୍ନଟ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର (ଶାସକ ପ୍ରଶାସକ) : ରାଜ୍ୟରେ ଚିହ୍ନଟ ହେଲେ ଆଉ ଜଣେ କରୋନା ରୋଗୀ | ଘର ତାଙ୍କର ଯାଜପୁର | ତାଙ୍କ ବୟସ ୩୮ ବୋଲି ଜଣାପଡ଼ିଥିବା ବେଳେ ସେ ପଶ୍ଚିମବଙ୍ଗ ଫେରନ୍ତା ବୋଲି ମସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି | କରୋନାରୋଗୀଙ୍କ ସଂଖ୍ୟା ପହଁଚିଲା ୮୩ରେ |
2nd Health Update 22nd April .One New Positive case in Jajpur .38 Yrs Male(Returned from West Bengal).Total Positive Cases Detected: 83

0
0
0
s2sdefault