୫ ପଜିଟିଭ ଇନ, ୫ ହସପିଟାଲରୁ ଆଉଟ
ଭୁବନେଶ୍ୱର (ଶାସକ ପ୍ରଶାସକ) ସକାଳୁ ଆଜି କରୋନା ରୋଗୀ ପ୍ଲସ ମାଇନସ କ୍ୟାନ୍ସଲ | ମାନେ ୫ ରୋଗୀ ନୂଆ ହୋଡିଂ ହେଲେ, ଆଉ ୫ ସୁସ୍ଥ ହୋଇ ଘରକୁ ଗଲେ |
ଆଜି ସକାଳୁ ସକାଳୁ ବାଲେଶ୍ୱରରୁ ୫ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୫ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି | ଆଜି ସୁସ୍ଥ ହୋଇଥିବା ରୋଗୀମାନେ ଭୁବନେଶ୍ୱର, କଳାହାଣ୍ଡି, ସୁନ୍ଦରଗଡ଼, ଢେଙ୍କାନାଳ ଓ କେନ୍ଦ୍ରାପଡାର ବୋଲି ଜଣାପଡିଛି | ଏହି ୫ଜଣଙ୍କୁ ମିଶାଇ ସୁସ୍ଥ ହେବା ଲୋକଙ୍କ ସଂଖ୍ୟା ୨୯ରେ ପହଂଚିଛି |