ହେଡଲାଇନସ୍:

ଭାରସାମ୍ୟ ହରାଇ ଗଛରେ ପିଟିଲେ ବାଇକ : ଗଲା ଯୁବକଙ୍କ ଜୀବନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସୁନ୍ଦରଗଡ଼/ହୋରାଚାନ୍ଦ ଦେଉରିଆ :-ଆଜି ସକାଳେ ନିଜ ୨୨୦ ପୁଲସର ବାଇକ ଯୋଗେ ସୁନ୍ଦରଗଡ଼ ମିଶନଛକ ଅଞ୍ଚଳର ଜଣେ ନିଜ ଅଫିସ କୁ ଯାଉଥିବା ସମୟରେ ତଲସରା ଥାନା ଅନ୍ତର୍ଗତ ରଣପୁର ପାଖରେ ଗୋଟିଏ ଗଛରେ ଭାରସାମ୍ୟ ହରାଇ ପିଟି ହୋଇଥିଲେ | ତାଙ୍କୁ ତୁରନ୍ତ ଗ୍ରାମବାସୀ ମାନେ ଉଦ୍ଧାର କରି ଆମୁଲାନ୍ସ ସାହାଯ୍ୟରେ ସୁନ୍ଦରଗଡ଼ ମୁଖ୍ୟ ଡାକ୍ତର ଖାନାକୁ ପଠାଇଥିଲେ | ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ହେଲେ ପ୍ରାପ୍ତ ସୂଚନା ରୁ ଯାହା ଜଣାପଡିଛି ସେ ବାଲିସଙ୍କରା ବ୍ଲକ ରେ ଥିବା ସେଣ୍ଟ୍ରାଲ ବ୍ୟାଙ୍କରେ ଚାକିରି କରୁଥିଲେ ତାଙ୍କର ନାମ ସଲିମ ଡୋନାଲ ଟପ୍ପୋ ୩୨ ବର୍ଷ ବୋଲି ଜଣାପଡିଛି |
 

0
0
0
s2sdefault