ଆଉ ୫ ରୋଗୀ ଚିହ୍ନଟ : ସମସ୍ତେ ବାଲେଶ୍ୱରର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର (ଶାସକ ପ୍ରଶାସକ): ଭୁବନେଶ୍ୱର (ଶାସକ ପ୍ରଶାସକ) ରାଜ୍ୟରେ ଆଉ ୫ କୋବିଦ-୧୯ ରୋଗୀ ଚିହ୍ନଟ ହୋଇଛନ୍ତି | ସେମାନେ ସମସ୍ତେ ବାଲେଶ୍ୱର ଜିଲ୍ଲାରୁ ବୋଲି ସୂଚନା ମିଳିଛି |  ଏମାନେ ସମସ୍ତେ ପୂର୍ବରୁ ଚିହ୍ନଟ ହୋଇଥିବା ରୋଗୀଙ୍କ ସମ୍ପର୍କୀୟ | ଏମାନଙ୍କ ବୟସ ଯଥାକ୍ରମେ ୩୪ ବର୍ଷ, ୩୮ ବର୍ଷ, ୧୨ ବର୍ଷ, ୩୪ ବର୍ଷ ଓ ୨୬ ବର୍ଷ |

0
0
0
s2sdefault