ଆଉ ୬ କୋବିଦ ୧୯ ପଜିଟିଭ : ଯାଜପୁରରୁ ୫ , ସୁନ୍ଦରଗରରୁ ଜଣେ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର (ଶାସକ ପ୍ରଶାସକ) ଚିହ୍ନଟ ହେଲା  ଆଉ ୬ ନୂଆ କୋବିଦ ୧୯ ନୂଆ ପଜିଟିଭ କେସ | ସେଥିମଧ୍ୟରୁ ଜଣେ ସୁନ୍ଦରଗଡ ଜିଲ୍ଲା ଵିସରାର ହୋଇଥିବା ବେଳେ ଅନ୍ୟ ୫ଟି କେଶ ଯାଜପୁର ଜିଲ୍ଲାର | ସକାଳେ ୬୮ରେ ପହଁଚିଥିବା କୋବିଦ ୧୯ ପଜିଟିଭ ସଂଖ୍ୟା ଆଜି ପହଞ୍ଚିଛି ୭୪ରେ |
ଟ୍ରାଭେଲ ହିଷ୍ଟ୍ରୀ ଅନୁଯାୟୀ ୬୯ ନମ୍ବର ପଜିଟିଭଙ୍କ ବୟସ ୪୦ଓ ତାଙ୍କର ବିଷୟରେ ସବିଶେଷ ବିବରଣୀ ସଂଗ୍ରହ କରାଯାଇଛି |  ସେହିପରି ଯାଜପୁରରୁ ଚିହ୍ନଟ ହୋଇଥିବା ୫ ପଜିଟିଭ( କେଶ ନଂ ୭୦ ରୁ ୭୧ )ଙ୍କ ବୟସ ଯଥାକ୍ରମେ ୨୮ ବର୍ଷ , ୩୨ବର୍ଷ, ୫୦ ବର୍ଷ, ୫୮ ବର୍ଷ ଓ ୬୪ ବର୍ଷ | 

0
0
0
s2sdefault