ହେଡଲାଇନସ୍:

କଳାହାଣ୍ଡିର ପ୍ରଥମ କରୋନା ରୋଗୀ ସୁସ୍ଥ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର(ଶାସକ ପ୍ରଶାସକ) ଖୁସି ଖବର | କଳାହାଣ୍ଡିରୁ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରୋଗୀ ଏବେ ନେଗେଟିଭ |  କିଛି ଦିନ ତଳେ କରୋନା ପଜିଟିଭ ହୋଇ ସେ ଅଶ୍ୱିନୀ କୋବିଦ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ | ତାଙ୍କର ଚିକିତ୍ସା ପରେ ଆଜି ପରୀକ୍ଷା ହେବ ପରେ ଆଜି ନେଗେଟିଭ ବାହାରିଛି ଓ ସେ ସୁସ୍ଥ ହୋଇଥିବା ଜଣାପଡିଛି | 

Happy to share that one Covid positive case of Kalahandi district, presently at Ashwini Covid hospital, Cuttack, has recovered and tested negative for COVID-19. Our best wishes to him.

0
0
0
s2sdefault