ରକ୍ତ ଅଭାବୀ ସମୟରେ ନିଡିୱାଲ ତରଫରୁ ରକ୍ତଦାନ  

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବଲାଙ୍ଗୀର(ନିରୋଜ ମିଶ୍ର) - ଦେଶ ସାରା କରୋନା ବିରୁଦ୍ଧରେ ଲଢେଇ ଲାଗି ରହିଥିବା ସମୟରେ ତାଲା ବନ୍ଦ ଯୋଗୁଁ ବଲାଙ୍ଗିର ମୁଖ୍ୟ ଡାକ୍ତରଖାନା ସ୍ଥିତ ରକ୍ତ ଭଣ୍ଡାରରେ ରକ୍ତର ଅଭାବ ଦେଖାଦେଇଛିି । ଏହି ଅବସରରେ ସ୍ୱେଚ୍ଛାସେବୀ ସଂଗଠନ ନିଡିୱାଲ ତରଫରୁ ସ୍ୱଇଚ୍ଛାରେ ଯୁବ କାର୍ଯ୍ୟକର୍ତ୍ତା ବିରେନ୍ଦ୍ର କୁମାର ସାହୁ, ସୁଧାଂଶୁ ସାହୁ, ଡ. ସୁଧାଂଶୁ ବେଦବାକ୍, ସ୍ମାରକ ପାଣିଗ୍ରାହୀ, ଅନିଲ ନନ୍ଦ, ତେଜସ୍ୱି ରଥ, ରୁପକ ବରାଳ, ଧର୍ମିନ ମହାନନ୍ଦ ରକ୍ତଦାନ କରିଥିଲେ । ରାମ ନାରାୟଣ ଦାଶ, ଅଶ୍ୱିନୀ ଷଢଙ୍ଗିି, ରଂଜିତ ମିଶ୍ର ସହଯୋଗ କରିଥିଲେ ।

0
0
0
s2sdefault