ହେଡଲାଇନସ୍:

କୁଷ୍ଠ କଲୋନୀ ଅନ୍ତେବାସୀମାନଙ୍କୁ ଚାଉଳ, ଡାଲି ଏବଂ ମାକ୍ସ ବାଣ୍ଟିଲେ ସମାଜସେବୀ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର, ଝାରସୁଗୁଡା ବ୍ୟୁରୋ ଚିଫ୍ ରମାକାନ୍ତ ବିଶ୍ବାଳ: ସମାଜସେବୀ ସିଦ୍ଧାର୍ଥ ଶାହାଙ୍କ ପକ୍ଷରୁ ଆଜି ଅପରାହ୍ନରେ ସ୍ଥାନୀୟ ଦୁର୍ଗାପାଲି ସ୍ଥିତ କୁଷ୍ଠ କଲୋନୀ ଅନ୍ତେବାସୀ ମାନଙ୍କୁ ଚାଉଳ, ଡାଲି ଏବଂ ମାକ୍ସ ବଣ୍ଟନ କରାଯାଇଥିଲା l ଏଠାରେ ଥିବା 25 ଗୋଟି ପରିବାର କୁ ମହାମାରୀ କରୋନା ଉପରେ ସଚେତନ କରିବା ସହ ଚାଉଳ, ଡାଲି ଏବଂ ମାସ୍କ ଦିଆଯାଇଛି l  ଲୋକେଶ ପାଣ୍ଡେ, ସୌରଭ ପ୍ରଧାନ, ସରୋଜ ଭୁଏ, ରୋହିତ ବେହେରା, ସୁବ୍ରତ ପ୍ରଧାନ, ପରକ୍ଷୀତ ଭୋଇ ପ୍ରମୁଖ ଉପସ୍ଥିତ ରହି  ଏହା  ପ୍ରଦାନ କରିଥିଲେ l

0
0
0
s2sdefault