ହେଡଲାଇନସ୍:

ବିଧାୟକ ପାଣ୍ଠିରୁ ୫ ଲକ୍ଷ ଦେଲେ ବାରିପଦା ବିଧାୟକ ପ୍ରକାଶ ସୋରେନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲାରେ କରୋନା ଭୂତାଣର ମୁକାବିଲା ନିମନ୍ତେ ବାରିପଦା ବିଧାୟକ ପ୍ରକାଶ ସୋରେନ ନିଜ ହାତପାଣ୍ଠି(୨୦୧୯-୨୦ ଆର୍ଥିକ ବର୍ଷ)ରୁ ୫ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ଏଥି ନିମନ୍ତେ ବିଧାୟକ ଶ୍ରୀସୋରେନ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କୁ ପତ୍ର ଦ୍ୱାରା ଜଣାଇବା ସହ ଉକ୍ତ ଅର୍ଥକୁ କେବଳ ବାରିପଦା ନିର୍ବାଚନ  ମଣ୍ଡଳୀରେ ବିନିଯୋଗ କରାଇବା ନିମନ୍ତେ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଛନ୍ତି । 

0
0
0
s2sdefault