ସପରିବାର ଘଣ୍ଟିବଜାଇ ସେବା  ପ୍ରଦାନକାରୀଙ୍କୁ କେନ୍ଦ୍ରମନ୍ତ୍ରୀ ଜଣାଇଲେ କୃତଜ୍ଞତା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କରୋନା ବିରୋଧରେ ଦେଶବାସୀଙ୍କ ଏକାଠି କରିଛନ୍ତି- ଧର୍ମେନ୍ଦ୍ର  ପ୍ରଧାନ

ନୂଆଦିଲ୍ଲୀ /ଭୁବନେଶ୍ବର(ଶାସକ ପ୍ରଶାସକ) :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନକ୍ରମେ 'ଜନତା କର୍ଫ୍ୟୁ " ଅବସରରେ  କରୋନା ଭାଇରସ ବିଋଦ୍ଧରେ ଲଢି ଦେଶବାସୀଙ୍କ ସେବାରେ ଲାଗିଥିବା ବ୍ୟକ୍ତିମାନଙ୍କୁମାନଙ୍କୁ ଉଦ୍ଦେଶ୍ୟରେ ନୂଆଦଲ୍ଲିୀ ସ୍ଥିତ ବାସଭବନନର ସପରିବାର ସହ୍ ତାଳି ମାରିବା ସହ ଘଣ୍ଟି ବଜାଇ କୃତଜ୍ଞତା ଜ୍ଞାପନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କରୋନା ବିରୁଦ୍ଧରେ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି ଦେଶବାସୀଙ୍କ ଏକାଠି କରଛିନ୍ତି ବୋଲି ଏହି ଅବସରରେ ଶ୍ରୀ ପ୍ରଧାନ ଟ୍ୱିଟ  କରିବା ସହ୍ ଧନ୍ୟବାଦ ଜ୍ଞାପନ କରିଛନ୍ତି । ଏହା ସହ କୋବିଦ -୧୯ର  ଶୃଙ୍ଖଳା ଭାଙ୍ଗିବା ପାଇଁ ଜନତା କର୍ଫ୍ୟୁ ଅତ୍ୟାବଶ୍ୟକ ବୋଲି ଶ୍ରୀ ପ୍ରଧାନ କହିଛନ୍ତି | 

 

0
0
0
s2sdefault