କରୋନା  ମୁକାବିଲା ପାଣ୍ଠି : ମୁଖ୍ୟମନ୍ତ୍ରୀ ଦାନ କଲେ ତିନିମାସର ଦରମା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଉଦାର ହୃଦୟରେ ଦାନ କରିବାକୁ ମୁଖ୍ୟମନ୍ତ୍ରୀ କଲେ ନିବେଦନ 

ଭୁବନେଶ୍ୱର(ଶାସକ ପ୍ରଶାସକ)) ଏଭଳି ତିରୋଟ ସମୟରେ ଆମକୁ ସମସ୍ତଙ୍କୁ ସଂବେଦନଶୀଲ ହେବାର ଆବଶ୍ୟକତା ରହିଛି | କୋବିଦ-୧୯ ସମଗ୍ର  ବିଶ୍ୱ  ପାଇଁ ଗୋଟାଏ ବଡ ଆହ୍ବାନ ସୃଷ୍ଟି କରିଛି | ମାନବିକ କାର୍ଯ୍ୟ ଜାରି ରଖିବା ପାଇଁ ଏ ସମୟରେ ବିପୁଳ ଅର୍ଥର ଆବଶ୍ୟକତା ରହିଛି | ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କ  କୋବିଦ-୧୯ ଫଣ୍ଡକୁ ନିଜର  ତିନିମାସର ଦରମା ଦାନ କରିଛନ୍ତି | ପ୍ରଭାବିତ ଲୋକଙ୍କସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ କୋବିଦ ୧୯ ପାଣ୍ଠିକୁ ଉଦାର ହୃଦୟରେ ଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁରୋଧ କରିଛନ୍ତି | 

0
0
0
s2sdefault