ଜନତା କର୍ଫ୍ୟୁରେ ଶୂନଶାନ ଘୁ.ଉଦୟଗିରି 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଘୁ.ଉଦୟଗିରି/ଗଗନ କୁମାର ପ୍ରଧାନ  : କନ୍ଧମାଳ ଜ଼ିଲ୍ଲା ଘୁ.ଉଦୟଗିରି ଠାରେ ଜନତା କର୍ଫ୍ୟୁ ପାଇଁ ସମଗ୍ର ଅଞ୍ଚଳ ଶୂନଶାନ ହୋଇଛି I ରବିବାର ଘୁ. ଉଦୟଗିରି ସହରର ସମସ୍ତ ଦୋକାନ ବଜାର ବନ୍ଦ ହେବା ସହ ଯାତାୟାତ ସେବା ଠପ ହୋଇଛି I ଅଞ୍ଚଳ ବାସୀ ସରକାରଙ୍କ ନିର୍ଦେଶକୁ ସମ୍ମାନ ଜଣାଇ ଘର ଭିତରେ ରହିଥିବାର ଦେଖା ଦେଇଥିଲା  I ଶନିବାର ରାତ୍ରିରେ ସ୍ଥାନୀୟ ତହସିଲଦାର ସହର ବୁଲି କରୋନା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ସହ ସରକାରଙ୍କ ଦ୍ୱାରା ଜନହିତରେ ଜାରୀ ନିୟମ ପାଳନ ପାଇଁ ଅବଗତ କରାଇ ଥିଲେ I ଜନତା କର୍ଫ୍ୟୁ ସମୟରେ ଗାନ୍ଧୀ ମାର୍ଗ, ବନ୍ଧ ଛକ, ନେହେରୁ ଛକ, ବନ୍ଧ ଛକ, ଏସବିଆଇ ରୋଡ ସମ୍ପୂର୍ଣ୍ଣ ଜନଶୂନ୍ୟ ରହିଥିଲା  I

   

0
0
0
s2sdefault