କୁଚିଣ୍ଡା ଉପଖଣ୍ଡରେ ଜନତା କର୍ଫ୍ୟୁର ପ୍ରଭାବ : ସହରଠୁ ଗାଁ ଶୂନଶାନ ଦୋକାନ ବଜାର, ଗାଡ଼ି ଚଳାଚଳ ବନ୍ଦ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କୁଚିଣ୍ଡା ଉପଖଣ୍ଡ (ଅଜୟ କୁମାର ବାଘ): ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡରେ ରବିବାର ଜନତା କର୍ଫ୍ୟୁର  ପ୍ରବଳ ସମର୍ଥନ ମିଳିଥିଲା l ଏହି ପରି ପେକ୍ଷୀରେ ଅଞ୍ଚଳର ସମସ୍ତ ଦୋକାନ ବଜାର, ଗାଡ଼ି ଚଳାଚଳ ସକାଳ ୭ଟାରୁ ବନ୍ଦ ରହିଥିବା ବେଳେ ରାସ୍ତା ଘାଟରେ ବି ଲୋକଙ୍କୁ ଦେଖିବାକୁ ମିଳିନଥିଲା l ଯାନବାହାନ ଚଳାଚଳ ବି ସଂପୂର୍ଣ୍ଣ ବନ୍ଦ ରହିଥିଲା l ସହର ଠୁ ନେଇ ଗାଁ ପର୍ଯନ୍ତ ଲୋକେ ପରିବାରଙ୍କ ସହ ଘରେ ରହିଥିଲେ l ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ସନ୍ଧ୍ୟା ୫ଟାରେ ଲୋକେ ନିଜନିଜ ଘର ଅଗଣାକୁ ବାହାରି ଘଣ୍ଟ, ଶଙ୍ଖ, ଥାଳି, ଘଣ୍ଟି, ଆଦି ବଜାଇ ଥିଲେ l

 

0
0
0
s2sdefault