ଜନତା କର୍ଫ୍ୟୁକୁ ସମର୍ଥନ କଲେ ସାଧାରଣ ଲୋକ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ହରଭଙ୍ଗା /ପ୍ରତାପ ମେହେର : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ର ବିଭିନ୍ନ ପଞ୍ଚାୟତ,  ଗାଁ, ଛକ ବଜାର ,  ସାପ୍ତାହିକ ହାଟ  ସବୁ ଖାଁ ଖାଁ ଜଣା ପଡିଛି । ଜନତା କର୍ଫ୍ୟୁକୁ ସମର୍ଥନ କରିଛନ୍ତି । ରାମଗଡ଼, ଧଳପୁର, ତିଲେଶ୍ଵର, ଲୁଣିବାହାଲ୍,  ସରସରା, ପୁରୁଣାକଟକ, ବାଣିଭୂଷନପୁର  ଆଦି ସବୁ ପଞ୍ଚାୟତ ର  ଜନତା କର୍ଫ୍ୟୁ କୁ ସମର୍ଥନ କରିବା ଦେଖା ଯାଇଛି । ସମସ୍ତ ଜନ ସାଧାରଣ ନିଜ ଇଚ୍ଛାରେ ଏହାକୁ ଦେଖିବାକୁ ମିଳିଛି ।

0
0
0
s2sdefault