ହେଡଲାଇନସ୍:

ବୁଗୁଡ଼ାରେ ବାହାର ରାଜ୍ୟରୁ ଆସିଥିବା ୬ ଜଣ ନାଗରିକ ପଞ୍ଜୀକୃତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବୁଗୁଡା / ଡ଼ଃ କୁମୁଦ ଚନ୍ଦ୍ର ବେହେରା   ବାହାର ରାଜ୍ୟରୁ ବୁଗୁଡା ବ୍ଲକକୁ ଆସିଥିବା ନାଗରିକଙ୍କ ମଧ୍ୟରୁ ୬ ଜଣଙ୍କ ନାମ ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ  ପଞ୍ଜିକୃତ ହୋଇଥିବା ବୁଗୁଡା ଚିକିତ୍ସା ଅଧିକାରୀ ଡାକ୍ତର ସୁବାଶିଷ ପାଣିଗ୍ରାହୀ ପ୍ରକାଶ କରିଛନ୍ତି।୬ ଜଣଙ୍କ ମଧ୍ୟରୁ ବୁଗୁଡା ଗୋଲାସାହିର ୨ ଜଣ,ଜଗତ ପାଟଣା ର ୨ ଜଣ ଓ ଅନ୍ତରପଡାର ଜଣେ, ଏହିପରି ୫ ଜଣ କେରଲରୁ ଆସିଥିବା ବେଳେ ଭମାଶ୍ୟାଳି ର ଜଣେ ମହିଳା ହାଇଦ୍ରାବାଦରୁ ଘରକୁ ଫେରିଥିଲେ।ଏହି ୬ ଜଣଙ୍କୁ ଡାକ୍ତରି ପରୀକ୍ଷା ପରେ ଘରକୁ ଫେରାଇ ଦିଆଯାଇଥିବା ବେଳେ ୧୪ ଦିନ ପର୍ଯ୍ୟନ୍ତ ପର୍ଯ୍ୟବେକ୍ଷଣରେ ରଖାଯିବ ବୋଲି ଚିକିତ୍ସା ଅଧିକାରୀ ପ୍ରକାଶ କରିଛନ୍ତି।

0
0
0
s2sdefault