ନୂଆଦିଲ୍ଲୀ (ଶାସକ ପ୍ରଶାସକ): ଏବେକାର ଗୋଟିଏ ମହତ୍ତ୍ୱପୁର୍ଣ ସୂଚନା ଅନୁଯାୟୀ ନ୍ୟାସନାଲ ଇନ୍ଷ୍ଟିଟ୍ୟୁଟ ଅଫ ଓପନ ସ୍କୁଲ( NIOS ) ଓ ସିବିଏସଇ ର ପରୀକ୍ଷା ଓ ମୂଲ୍ୟାୟନ 31 ମାର୍ଚ୍ଚ ପର୍ଯ୍ୟନ୍ତ ସ୍ଥଗିତ ରଖିବା ପାଇଁ ଭାରତର ମାନବ ସଂସାଧନ ମନ୍ତ୍ରୀ ରମେଶ ପୋଖରିଆଲ ନିଶାଙ୍କ ନିର୍ଦ୍ଦେଶ ଦେଇଛନ୍ତି । ଆଜି ଟୁଇଟ କରି ଶ୍ରୀ ନିଶାଙ୍କ କହିଛନ୍ତି ଯେ ପିଲାମାନଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ସିବିଏସଇ ଓ ଏନଆଇଓଏସକୁ ସେମାନଙ୍କ ପରୀକ୍ଷା ଓ ମୂଲ୍ୟାୟନ ମାର୍ଚ୍ଚ 31 ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତାକାଲି ବିଧିବଦ୍ଧ ବିଜ୍ଞପ୍ତି ବାହାରିବା ନେଇ ସୂଚନା ।
ରାଜ୍ୟ
ଏନଆଇଓସି ଓ ସିବିଏସଇ ର ପରୀକ୍ଷା ତଥା ମୂଲ୍ୟାୟନ 31 ମାର୍ଚ୍ଚ ପର୍ଯ୍ୟନ୍ତ ସ୍ଥଗିତ
- Hits: 465