ହେଡଲାଇନସ୍:

ଧାନ ସିଝେଇବା ବେଳେ ଲାଗିଲା ନିଆଁ, ସବୁ ପୋଡି ଛାରଖାର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ବାରିପଦା(ଦିଲ୍ଲୀପ ମହାନ୍ତି )-  ମୟୂରଭଞ୍ଜ ଜିଲ୍ଲା ହାତୀବନ୍ଧ ଗ୍ରାମ, ଖାନୁଆ ଜିପି, ବଡ଼ସାହି ବ୍ଲକର ବଳରାମ ବାସ୍କେଙ୍କ ଘରେ ଧାନ ସିଝେଇବା ବେଳେ ଅଗ୍ନିକାଣ୍ଡ ଘଟି  ପ୍ରାୟ ୩ ବଖରା ଝାଟିମାଟି ଘର ସହିତ ଘରେ ଥିବା ଧାନ, ଭାଉଳ, ଜମି ଜମା କାଗଜପତ୍ର, ଟଂକାପଇସା, ଲୋଗାପଟା ଆଦି ପୋଡି ସମ୍ପୂର୍ଣ ଭାବେ ନଷ୍ଟ ହୋଇ ଯାଇଛି । ସକାଳ ୯ଟା ବେଳେ ଏହି ଅଘଟଣ ଘଟିଥିବା ବେଳେ ଏହି ସମୟରେ ପ୍ରତ୍ୟକ୍ଷଦର୍ଶୀମାନଙ୍କ ମଧ୍ୟରୁ ଜନୈକ ବ୍ୟକ୍ତି ଦମକଳ ବାହିନୀକୁ ଖବର ଦେଇଥିଲେ । ମାତ୍ର ଦମକଳ ଗାଡି ପହଞ୍ଚିବା ବେଳକୁ ସବୁକିଛି ପୋଡି ପାଉଁଶ ହୋଇଯାଇଥିଲା ।

0
0
0
s2sdefault